ମୋବାଇଲ କମ୍ପାନିଙ୍କ ଉପରେ ଭାରତର କଟକଣାକୁ ଚୀନର ବିରୋଧ

ନୂଆଦିଲ୍ଲୀ : ଚୀନର ମୋବାଇଲ କମ୍ପାନିମାନଙ୍କ ଉପରେ କଟକଣା ଲାଗୁ ପାଇଁ ଭାରତ ସରକାର ବିଚାର କରୁଥିବା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଚୀନ ସରକାର। ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ଯେ ଭାରତ ଓ ଚୀନ ମଧ୍ୟରେ ଦ୍ପିପାକ୍ଷିକ ବାଣିଜ୍ୟ କାରବାର ପରସ୍ପର ପ୍ରତି ଲାଭଦାୟକ। ଚୀନ କମ୍ପାନିମାନଙ୍କ ପ୍ରତି ଭାରତ ସରକାର ମୁକ୍ତ, ନ୍ୟାୟସଂଗତ ଓ ନିରପେକ୍ଷ ବ୍ୟବସାୟିକ ଓ ପୁଞ୍ଜିନିବେଶଗତ ବାତାବରଣ ଯୋଗାଇବାକୁ ଆମେ ଭାରତ … Continue reading ମୋବାଇଲ କମ୍ପାନିଙ୍କ ଉପରେ ଭାରତର କଟକଣାକୁ ଚୀନର ବିରୋଧ